ଓଡିଶା

କିଟ ଘଟଣାରେ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: କିଟ ଘଟଣାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , କିଟରେ ଘଟିଥିବା ଘଟଣା ଶୁଭଙ୍କର ନୁହେଁ ।  ଆତ୍ମହତ୍ୟା ଆଡକୁ ଯାଉଛନ୍ତି ଯୁବପିଢି ।  କାହିଁକି ଆତ୍ମହତ୍ୟା କରୁଛନ୍ତି , ଏହା ଚିନ୍ତାର ବିଷୟ । କିଟ ଘଟଣାକୁ ରାଜ୍ୟ ସରକାର ଅଧ୍ୟୟନ କରୁଛନ୍ତି । ପିଲାଙ୍କ ଉପରେ କି ଚାପ ରହୁଛି ଜାଣିବାକୁ ଚେଷ୍ଟା କରିବୁ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button