ଓଡିଶା

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିନୀଲ କ୍ରିଷ୍ଣା

ନୂଆଦିଲ୍ଲୀ, ୨୯/୦୫ : କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ଭିନୀଲ କ୍ରିଷ୍ଣା। ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଭିନୀଲ କ୍ରିଷ୍ଣା । ଏବେଠାରୁ ୫ ବର୍ଷ ଯାଏଁ ଦାୟିତ୍ୱରେ ରହିବେ ଭିନୀଲ କ୍ରିଷ୍ଣା। ୨୦୦୫ ବ୍ୟାଚର ଓଡ଼ିଶା ଆଇଏଏସ୍ ଅଫିସର ଭିନୀଲ କ୍ରିଷ୍ଣା। ସେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତ ହୋଇଥିଲେ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button