ଦେଶ ବିଦେଶ

ଧରାପଡ଼ିଲା ଆଉ ଜଣେ ଦେଶଦ୍ରୋହୀ

ଧରାପଡ଼ିଲା ଆଉ ଜଣେ ଦେଶଦ୍ରୋହୀ। ଗୁପ୍ତଚର ସାଜି ପାକିସ୍ତାନକୁ ଦେଉଥିଲା ଗୁରୁତ୍ଵପୂର୍ଣ୍ଣ ସୂଚନା। ଅଭିଯୁକ୍ତର ନାଁ ହେଲା ତୁଫୈଲ୍ ଓରଫ ମକସୁଦ୍ ଆଲମ । ସେ ହେଉଛି ଉତ୍ତର ପ୍ରଦେଶ ବାରାଣସୀର। ୟୁପି ଏଟିଏସ୍ ତାକୁ ଗିରଫ କରିଛି। ପାକିସ୍ତାନର ଅନେକ ଲୋକଙ୍କ ସହିତ ସେ ଯୋଗାଯୋଗରେ ଥିଲା। ସେ ପାକିସ୍ତାନର ଆତଙ୍କବାଦୀ ମୌଲାନା ଶାହ ରିଜଭିର ଭିଡିଓ ସେୟାର କରିଥିଲା। ଏହା ସହିତ ବାବ୍ରି ମସଜିଦ୍ ସଂପର୍କିତ ବିବାଦୀୟ ମେସେଜ୍ ବି ସେୟାର କରିଥିଲା।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button