ଓଡିଶା

ଜୁନ୍ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର, ୦୨/୦୬ : ଜୁନ୍ ମାସରେ ବ୍ୟାଙ୍କ କାମ ରଖିଥିଲେ, ତୁରନ୍ତ ସାରିଦିଅନ୍ତୁ । ଜୁନରେ ରଜ ଏବଂ ରଥଯାତ୍ରା ରହିଥିବାରୁ ବ୍ୟାଙ୍କ ଛୁଟି ରହିଛି । ଜୁନ ମାସରେ ୧୨ ଦିନ ପାର୍ଇ ବ୍ୟାଙ୍କ ବନ୍ଦ ରହିଛି । ଏଥିରେ ୭ଟି ଛୁଟି ରିବାର ଏବଂ ଶନିବାର ରହିଥିବା ବେଳେ ଅନ୍ୟ ୫ଟି ଛୁଟି ଅଲଗା ରହିଛି । ବିଭିନ୍ନ ରାଜ୍ୟରେ ବିଭିନ୍ନ ପର୍ବପର୍ବାଣୀ ନେଇ ଭିନ୍ନ ଭିନ୍ନ ଛୁଟି ରହିଛି ।

ଜୁନର ଛୁଟି ତାଲିକା : ଜୁନ୍ ୧ : ରବିବାର, ଜୁନ୍ ୬ : ଇଦ୍-ଉଲ-ଜୁହା, ଜୁନ୍ ୭ : ବକ୍ରି ଇଦ୍ଜୁ, ନ୍ ୮ : ରବିବାର, ଜୁନ୍ ୧୧ : ସନ୍ଥ କବୀର ଜନ୍ମଦିନ (ହିମାଚଳ ଓ ସିକ୍କିମରେ ବ୍ୟାଙ୍କ ବନ୍ଦ), ଜୁନ୍ ୧୪ : ଦ୍ବିତୀୟ ଶନିବାର, ଜୁନ୍ ୧୫ : ରବିବାର, ଜୁନ୍ ୨୭ : ରଥ ଯାତ୍ରା (ଓଡିଶା ଏବଂ ମଣିପୁର), ଜୁନ୍ ୨୯ : ରବିବାର, ଜୁନ୍ ୩୦ : ରେମନା ( ମିଜୋରାମ)ରେ ବ୍ୟାଙ୍କ ବନ୍ଦ ।

ତେବେ ଏହିସବୁ ଦିନ ବ୍ୟାଙ୍କ ଛୁଟି ସତେ୍ତ୍ୱ ଅନଲାଇନ ଏବଂ ମୋବାଇଲ ଆପ୍ ଜରିଆରେ ବ୍ୟାଙ୍କ ସେବା ଲାଭ ଉଠାଇପାରିବେ । ବିନା କୌଣସି ସମସ୍ୟାରେ ଟଙ୍କା ଦେଣନେଣ କରିପାରିବେ । ଏଟିଏମ ସେବାର ଲାଭ ଉଠାଇପାରିବେ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button