ଜୀବନଶୈଳୀ

ବିବାଦରେ ଲବ ହାଂସଦା

ବିବାଦରେ ଲବ ହାଂସଦା। ଲବ ହାଂସଦାଙ୍କ ପ୍ରେମିକା ୨ ଦିନ ତଳେ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମୃତକଙ୍କ ପରିବାର ଲୋକେ ଲବ ହାଂସଦାଙ୍କ ଦାୟୀ କରିଛନ୍ତି।

ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍‌‌ ଥାନାରେ ଲବ ହାଂସଦାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ଥିଲେ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button