ଓଡିଶା

ବଜ୍ରାଘାତର ପ୍ରଭାବ: ଭାଙ୍ଗିଲା ମହିମା ଗାଦିର ଦଧିନଉତି

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ହେଉଥିବା ମହିମା ଗାଦିର ଦଧିନଉତି ଭାଙ୍ଗି ଯାଇଛି। ବଜ୍ରାଘାତରେ ମହିମା ଗାଦିର ଦଧିନଉତି ଭାଙ୍ଗି ପଡିଥିବା ସୂଚନା ରହିଛି। ଯୋରନ୍ଦା ମହିମା ଗାଦିର ଦଧିନଉତି ଭାଙ୍ଗିଥିବା ସୂଚନା ରହିଛି। ମୁଖ୍ୟ ଗାଦି ମନ୍ଦିରର ପୂର୍ବ ମୁଖଶାଳା ଦଧିନଉତି ଭାଙ୍ଗିଥିବା ସୂଚନା ରହିଛି।

ମାଘ ମେଳା ପାଇଁ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଗାଦିରେ ପ୍ରତିବର୍ଷ ଭିଡ ଜମିଥାଏ। ଚଳିତବର୍ଷ ଯୋରନ୍ଦା ମେଳାରେ ମଧ୍ୟ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ତେବେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋରନ୍ଦା ମହିମା ଗାଦିର ଉନ୍ନତିକରଣ ପାଇଁ ସହାୟତା ଘୋଷଣା କରିଥିଲେ। କିନ୍ତୁ ମହିମା ଗାଦିର ଦଧିନଉତି ଭାଙ୍ଗିବା ଭକ୍ତଙ୍କ ମନରେ ଆଘାତ ଦେଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button