ଜୀବନଶୈଳୀ
ବିବାଦରେ ଲବ ହାଂସଦା

ବିବାଦରେ ଲବ ହାଂସଦା। ଲବ ହାଂସଦାଙ୍କ ପ୍ରେମିକା ୨ ଦିନ ତଳେ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମୃତକଙ୍କ ପରିବାର ଲୋକେ ଲବ ହାଂସଦାଙ୍କ ଦାୟୀ କରିଛନ୍ତି।
ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍ ଥାନାରେ ଲବ ହାଂସଦାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ଥିଲେ।