ଦେଶ ବିଦେଶ

ଅପରେସନ୍‌ ସିନ୍ଦୂରକୁ ନେଇ ତିନି ସେନାର ପ୍ରେସ୍‌ମିଟ୍‌

ଅପରେସନ୍‌ ସିନ୍ଦୂରକୁ ନେଇ ତିନି ସେନାର ପ୍ରେସ୍‌ମିଟ୍‌ । କହିଲେ, ପହଲଗାମ୍‌ ନରସଂହାରକୁ ନେଇ ଅପରେସନ୍‌ ସିନ୍ଦୂର ଆରମ୍ଭ ହୋଇଥିଲା । ସେଥିପାଇଁ ଆମେ କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ୍‌ କଲୁ ଏବଂ ୯ ଆତଙ୍କୀ ଠିକଣାକୁ ଧ୍ୱଂସ ମଧ୍ୟ କଲୁ । ହେଡଲି ଓ କସାବ ସୃଷ୍ଟି କରିଥିବା Let କ୍ୟାମ୍ପ ନଷ୍ଟ କରିଛୁ । ଆତଙ୍କୀ ଆଡ୍ଡା ନଷ୍ଟ କରିବା ଥିଲା ଆମ ଲକ୍ଷ୍ୟ । ଆତଙ୍କବାଦ୍‌ର ଅନ୍ତ ପାଇଁ ହୋଇଛି ଅପରେସନ୍‌ । ଆତଙ୍କୀ ହାମଲାର କଡ଼ା ଜବାବ୍‌ ଦିଆଯାଇଛି । ୧୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି । ୩ କୁଖ୍ୟାତ ଆତଙ୍କୀଙ୍କପ ମଧ୍ୟ ନିପାତ କରିଛୁ । ନିର୍ଦ୍ଧିଷ୍ଟ ଭାବେ କିପରି ବାୟୁସେନା ଟାର୍ଗେଟ୍‌ କଲା ଜଣାଇଲେ DGAO । ଫଟୋ ଦେଖାଇ କିପରି ଧ୍ୱଂସ ହୋଇଛି ପ୍ରମାଣ ଦେଲେ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button