ଦେଶ ବିଦେଶ

ଭାରତରେ ଥିବା ପାକିସ୍ତାନୀ ହିନ୍ଦୁଙ୍କୁ ଆଶ୍ବସ୍ତି

ସଂଚାର ବ୍ୟୁରୋ: ଭାରତରେ ଥିବା ପାକିସ୍ତାନୀ ହିନ୍ଦୁଙ୍କୁ ଆଶ୍ବସ୍ତି। ଦୀର୍ଘକାଳୀନ ଭିସାରେ ଥିବା ହିନ୍ଦୁଙ୍କ ଭିସା ହେବନି ରଦ୍ଦ। ଡେଡଲାଇନ ସରିବା ପୂର୍ବରୁ କେନ୍ଦ୍ର ସରକାର କରିଛନ୍ତି ବଡ଼ ଘୋଷଣା। ଫଳରେ ଶତାଧିକ ହିନ୍ଦୁ ନାଗରିକଙ୍କୁ ମିଳିଛି ଆଶ୍ବସ୍ତି। ସେମାନଙ୍କ ଲାଗି ଦୀର୍ଘକାଳୀନ ଭିସା ବା LTV କଟକଣା କୋହଳ ହୋଇଛି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଜାରି। ତେବେ ପାକିସ୍ତାନୀ ମୁସଲମାନଙ୍କ ଲାଗି ଏହି ନିୟମ ଲାଗୁ ହେବ ନାହିଁ।.

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button