ଜୀବନଶୈଳୀ

ମୃତ ପ୍ରଶାନ୍ତଙ୍କ ବଡଭାଇଙ୍କ ସହ କଥା ହେଲେ ନବୀନ

ସଂଚାର ବ୍ୟୁରୋ: ମୃତ ପ୍ରଶାନ୍ତଙ୍କ ବଡଭାଇ ସୁଶାନ୍ତ ଶତପଥୀଙ୍କ ସହ କଥା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୃତି ଦେଇଛନ୍ତି । ପ୍ରଶାନ୍ତଙ୍କ ବିୟୋଗରେ ମର୍ମାହତ ହୋଇଛନ୍ତି ନବୀନ । ମୃତକଙ୍କ ପରିବାର ସହ ସେ ଅଛନ୍ତି ବୋଲି କହିଛନ୍ତି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button