ଓଡିଶା
୧୫ ଲକ୍ଷ ଟଂକାର ବ୍ରାଉନସୁଗାର ଜବତ : ୨ ଗିରଫ

ଭୁବନେଶ୍ୱର, ୦୩/୦୬ : ବାଲେଶ୍ବର ଜିଲ୍ଲା ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ଵର ମୋବାଇଲ ଅବକାରୀ ଥାନା ପକ୍ଷରୁ ମିଳିତଭାବେ ଚଢ଼ାଉ କରାଯାଇ ସୋମବାର ବିଳମ୍ବିତ ରାତିରେ ଚନ୍ଦେନେଶ୍ୱର ମାର୍କେଟ ଠାରେ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ହେବ । ଏହି ମାମଲାରେ୨ ଜଣଙ୍କୁ ଗିରଫ କରି ଛାନଭିନ କରୁଛି ସମ୍ପୃକ୍ତ ବିଭାଗ ।