ବିଚାର

ସେନସେକ୍ସରେ ୧୬ଶହ ପଏଣ୍ଟ ବୃଦ୍ଧି

ଗତ କିଛି ଦିନ ହେବ ଭାରତୀୟ ସେୟାର ବଜାର ଅସ୍ଥିର ରହିଥିଲା  ।  ବଜାରରେ ସେନସେକ୍ସର ସ୍ଥିତିରେ ଉତଥାନ, ପତନ ଲାଗିରହିଥିଲା । ତେବେ କିଛି ଦିନ ହେବ ବଜାର ତଳମୁହାଁ ରହିବା ପରେ ଏବେ ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।  ମଙ୍ଗଳବାର ଦିନ ବେଞ୍ଚମାର୍କ ଷ୍ଟକ୍ ବଜାର ସୂଚକାଙ୍କ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି  ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button