ଦେଶ ବିଦେଶ

ସାଉଦିରୁ ଫେରି ଦିଲ୍ଲୀରେ ଜରୁରୀ ବୈଠକ କରିଲେ ମୋଦି

ସାଉଦି ଆରବରୁ ଭାରତ ଫେରିଆସିଲେ ପ୍ରଧାନମନ୍ତ୍ରୀ । ଗସ୍ତ କାଣ୍ଟଛାଣ୍ଟ କରି ଦିଲ୍ଲୀ ଫେରି ଆସିଲେ । ପହଲଗାମ୍ ଆତଙ୍କୀ ହମଲା ପରେ ଅଧାରୁ ବାତିଲ କଲେ ଗସ୍ତ । ୨ ଦିନିଆ ସାଉଦି ଗସ୍ତରେ ଯାଇଥିବା ମୋଦୀ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବାର ଥିବା । ମାତ୍ର ଦେଶର ସଙ୍କଟ ସ୍ଥିତି ସେ ଗସ୍ତ ଅଧରୁ ଫେରି ଆସିଛନ୍ତି ଆଉ ଆସୁ ଆସୁ ଆକ୍ସନ ମୋଡରେ ବୈଠକ କରିଛନ୍ତି

ଦିଲ୍ଲୀ ବିମାନବନ୍ଦରରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନଏସଏ ବୈଦେଶିକ ମନ୍ତ୍ରୀ, ବୈଦେଶିକ ସଚିବଙ୍କ ସହ ବୈଠକରେ ବଡ ବଡ଼ ଅଧିକାରୀମାନେ ସାମିଲ । ପହଲଗାମ୍ ଆତଙ୍କୀ ହମଲା ନେଇ ଆଲୋଚନା ହେଉଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button