ଦେଶ ବିଦେଶ

ଭାରତର ଆକାଶରେ ଉଡ଼ି ପାରିବ ନାହିଁ ପାକିସ୍ତାନର କୌଣସି ବିମାନ

ସଂଚାର ବ୍ୟୁରୋ: ପାକିସ୍ତାନ ପାଇଁ ନିଜର ଆକାଶ ମାର୍ଗ ବନ୍ଦ କଲା ଭାରତ। ଭାରତର ଆକାଶରେ ଉଡ଼ି ପାରିବ ନାହିଁ ପାକିସ୍ତାନର କୌଣସି ବିମାନ। ଏପରି କଡ଼ା କଟକଣା ଜାରି କରିଛି ଭାରତ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଏପରି କଡ଼ା ପଦକ୍ଷେପ ନେଇଛି। ବନ୍ଦ କରିଛି ଏୟାରସ୍ପେସ। ଆଗରୁ ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିଥିଲା ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ଉତ୍ତେଜନାରୁ ଏୟାରସ୍ପେସ ବନ୍ଦ କରିଛି ଭାରତ। ଭାରତର ଏହି କଟକଣା ମେ ୨୩ ତାରିଖ ଜାରି ରହିବ। ପାକିସ୍ତାନର କୌଣସି ବିମାନ ଭାରତ ଆକାଶରେ ଉଡ଼ି ପାରିବ ନାହିଁ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button