ବିଚାର

ପାକ୍ ସୀମାରେ ଆଣ୍ଟି ଡ୍ରୋନ୍ ସିଷ୍ଟମ

ସଂଚାର ବ୍ୟୁରୋ: ପାକିସ୍ତାନ ସୀମାରେ ପଂଜାବ ସରକାରଙ୍କ ତରଫରୁ ଲାଗୁ କରାଯାଇଛି ଆଣ୍ଟି ଡ୍ରୋନ୍ ସିଷ୍ଟମ। ପାକିସ୍ତାନର ଡ୍ରୋନ୍ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମା ସେପଟୁ ଭାରତ ଭିତରକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗସ ଚାଲାଣକୁ ପ୍ରତିହତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ପାକିସ୍ତାନର ଡ୍ରୋନକୁ ଏବେ ତୁରନ୍ତ କରାଯାଇପାରିବ ଚିହ୍ନଟ ଏବଂ ଦେଖିବା ମାତ୍ରେ ଗୁଳି କରି ତାକୁ ଖସାଇ ଦିଆଯିବ। ଏହା ଦ୍ଵାରା ବିଫଳ ହେବ ପାକିସ୍ତାନର ଷଡ଼ଯନ୍ତ୍ର।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button