ଦେଶ ବିଦେଶ

କାଶ୍ମୀରରେ ପ୍ରବାସୀଙ୍କ ଉପରେ ହୋଇପାରେ ଆକ୍ରମଣ

ସଂଚାର ବ୍ୟୁରୋ: କାଶ୍ମୀରରେ ପ୍ରବାସୀଙ୍କ ଉପରେ ହୋଇପାରେ ଆକ୍ରମଣ । ସୂଚନା ନେଇ ଆଲର୍ଟ ଜାରି କରିଛି ଗୁଇନ୍ଦା ବିଭାଗ । ପହଲଗାଓଁ ହମଲା ପରେ ସତର୍କତା ଜାରି କରାଯାଇଛି । ପର୍ଯ୍ୟଟକ, ପ୍ରବାସୀ, କାଶ୍ମୀରୀ ପଣ୍ଡିତ, ପୋଲିସ ଓ କର୍ମଚାରୀଙ୍କ ଲାଗି ଆଲର୍ଟ ଜାରି କରିଛି ଗୁଇନ୍ଦା ବିଭାଗ । ଆଇଏସଆଇ ଓ ଆତଙ୍କୀ ସଂଗଠନ ପକ୍ଷରୁ ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button