ବିଚାର

କଳ୍ପନାଠୁ ବି ବଡ଼ ଦଣ୍ଡ ମିଳିବ: ମୋଦି

ପହଲଗାଓଁ ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଚେତାବନୀ ।ଷଡ଼ଯନ୍ତ୍ରକାରୀଙ୍କୁ କଳ୍ପନାଠାରୁ ବି ବଡ଼ ଦଣ୍ଡ ମିଳିବ ବୋଲି କହିଛନ୍ତି ମୋଦି। କେବଳ ପର୍ଯ୍ୟଟକଙ୍କୁ ନୁହେଁ, ଏହା ଭାରତର ଆତ୍ମାକୁ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କୁ ସମୂଳେ ବିନାଶ କରିବା ସମୟ ଆସିଯାଇଛି କହିଲେ ମୋଦି। ଭାରତ ଆତ୍ମା ଉପରେ ଆକ୍ରମଣର ଦୁଃସାହସକୁ ମିଳିବ କଡ଼ା ଜବାବ। ଆକ୍ରମଣକାରୀଙ୍କୁ ଦଣ୍ଡ ନିଶ୍ଚିତ ଦିଆଯିବ। ବିହାରରେ ଆୟୋଜିତ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଚେତାବନୀ ଦେଇଛନ୍ତି ମୋଦି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button