ସ୍ୱାସ୍ଥ୍ୟ

ବାଲେଶ୍ଵର କମର୍ଦ୍ଦା ଅଂଚଳରେ ଡାଇରିଆ ଆତଙ୍କ

ସଂଚାର ବ୍ୟୁରୋ: ବାଲେଶ୍ଵର କମର୍ଦ୍ଦା ଅଂଚଳରେ ଡାଇରିଆ ଆତଙ୍କ। କମର୍ଦ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ବଢିବାରେ ଲାଡିଛି ଡାଇରିଆ ରୋଗୀଙ୍କ ଭିଡ। ୨୫ରୁ ଅଧିକ ଡାଇରିଆ ରୋଗୀ ଭର୍ତି ହୋଇଛନ୍ତି। ଆହୁରି ଅଧିକ ରୋଗୀ ସଂଖ୍ୟା ବଢିବା ଆଶଂକା କରାଯାଉଛି।ଗୁରୁତର ଦୁଇ ଜଣଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। କମର୍ଦ୍ଦା,ଦୁଡ଼ପଳ, ଉଲୁଡ଼ା, ସାତଶୂଳିଆ, ବାଗଦା, ଖଏର୍ଦ୍ଦା ଗାଁର ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଵାସ୍ଥ୍ୟ ବିଭାଗ ତରଫରୁ ଅସୁସ୍ଥଙ୍କୁ ସ୍ଵାସ୍ଥ ସେବା ଯୋଗାଇ ଦିଆଯାଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button