ଦେଶ ବିଦେଶ
-
ଇରାନ ଉପରେ ଇସ୍ରାଏଲ ବଡ଼ଧରଣର ଆକ୍ରମଣ : ଜରୁରୀକାଳୀନ ପରିସ୍ଥିତି ଘୋଷଣା
ନୂଆଦିଲ୍ଲୀ, ୧୩/୦୬ : ଇରାନ ଉପରେ ଇସ୍ରାଏଲ ଏକ ବଡ଼ଧରଣର ଆକ୍ରମଣ କରିଛି। ଇରାନର ୨ଟି ସାମରିକ ଏବଂ ପରମାଣୁ ଘାଟି ଉପରେ ଏହି ଆକ୍ରମଣ ହୋଇଛି।…
Read More » -
ଅହମଦାବାଦ ବିମାନ ଦୁର୍ଘଟଣା : ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ କରିବ ଆମେରିକା
ନୂଆଦିଲ୍ଲୀ, ୧୩/୦୬ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାରତକୁ ସମସ୍ତ…
Read More » -
ବିମାନ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୩/୦୬ : ସାରା ଦେଶକୁ ସ୍ତବ୍ଧ କରିଛି ଅହମଦାବାଦର ଭୟାବହ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୬୫କୁ ବୃଦ୍ଧି ହୋଇଛି । ଏହାରି ଭିତରେ ଗୁଜରାଟର…
Read More » -
ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ, ୧୧/୦୬ : ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଜାମିନ…
Read More » -
ପ୍ରିୟଙ୍କା ଗାନ୍ଧୀଙ୍କୁ ହାଇକୋର୍ଟରୁ ନୋଟିସ୍
ନୂଆଦିଲ୍ଲୀ,୧୨/୦୬ : କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନୋଟିସ ଜାରି କରିଛନ୍ତି କେରଳ ହାଇକୋର୍ଟ । ତାଙ୍କୁ ଏହି ନୋଟିସ୍ ୱାୟାନାଡ଼ରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ…
Read More » -
ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା : ଆଜି ମାମଲାର ଶୁଣାଣି
ନୂଆଦିଲ୍ଲୀ, ୧୨/୦୬ : ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା। ଆଜି ମାମଲାର ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ। ବେଙ୍ଗାଳୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘଟିଥିବା ଦଳାଚକଟାରେ ପ୍ରାଣ…
Read More » -
ଆଜି ପୁଣି ବଢ଼ିଲା ସୁନା ଦର
ଭୁବନେଶ୍ୱର, ୧୨/୦୬ : ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି । ଆଜି ଭାରତୀୟ ବଜାରରେ ୨୪…
Read More » -
ସ୍କୁଲରେ ଆଖିବୁଜା ଗୁଳିମାଡ଼ : ୧୧ ମୃତ
ନୂଆଦିଲ୍ଲୀ, ୧୧/୦୬ : ଅଷ୍ଟ୍ରିଆର ଗ୍ରାଜରେ ଥିବା ଏକ ସ୍କୁଲରେ ଆଖିବୁଜା ଗୁଳିମାଡ଼ ହୋଇଛି। ଗୁଳିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୮ ଜଣ…
Read More » -
ରକେଟରେ ତ୍ରୁଟି ଯୋଗୁ ପୁଣି ଅଟକିଲା ଆକ୍ସିଓମ୍ ମିଶନ୍-୪
ନୂଆଦିଲ୍ଲୀ, ୧୧/୦୬ : ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବା ପାଇଁ ପ୍ରସ୍ତୁତ ଥିବା ଆକ୍ସିଅମ୍-୪…
Read More » -
ହରିୟାଣାରେ ଘଟିଛି ହୃଦୟ ଥରାଇ ଭଳି ଘଟଣା : ୪ ପିଲାଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁ ବାପାର ଆତ୍ମହତ୍ୟା
ନୂଆଦିଲ୍ଲୀ, ୧୧/୦୬ : ହରିୟାଣାରେ ଘଟିଛି ହୃଦୟ ଥରାଇ ଦେଲାଭଳି ଘଟଣା । ୪ ପିଲାଙ୍କୁ ନେଇ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛି ବାପା । ଫରିଦାବାଦର…
Read More »